Chumuli 2 profile
Creator Profile

Chumuli 2

• Accept modernization but follow our tradition 😊 • Growsup with science but believes in Universe (God)🙏

31 Posts
3 Followers
0 Following
C
Chumuli 2
Quote by Chumuli 2 - Life me man pasand kuchh nhi milta ..
Lekin jo mil jaye usko man pasand banna paye to zindagi asan ho jayega....
 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - Naukari Aisa ho ki kaam ko jaane ka man kare aur ghar Aisa ho ki wapas aane ka man kare  - Made using Quotes Creator App, Post Maker App
C
Chumuli 2
Quote by Chumuli 2 - कितना भी प्लानिंग कर लीजिए , लेकिन होता वोही है जो समय चाहता है ⏳

No matter how much planning you do ,what happens is what the time demands ⏳

 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ସମ୍ପର୍କରେ ପରିବର୍ତ୍ତନ ତ ଆସିଥାଏ , କିନ୍ତୁ ସେ ପରିବର୍ତ୍ତନଶୀଳ  ସମ୍ପର୍କ ଭିତରେ ବି ଅପରିବର୍ତ୍ତିତ ପ୍ରେମ ଥାଏ  |💖💖💖 - Made using Quotes Creator App, Post Maker App
C
Chumuli 2
Quote by Chumuli 2 -  ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଆସିଲା,
ସବୁଆଡେ ' ଗଣପତି ବାପା ମୋର୍ୟା ' ଡାକ ଶୁଭିଲା ||
ଏହାକୁ ବୋଲୁ ଗଣେଶ ଚତୁର୍ଥୀ ବା ବିନାୟକ ଚତୁର୍ଥୀ,
ପ୍ରଭୁ ସେ ସବୁଙ୍କର ବିଘ୍ନ ବିନାଶ କରନ୍ତି ||
ମା' ପାର୍ବତୀଙ୍କ ଚନ୍ଦନ ଲେପରୁ ପ୍ରାଣ ପାଇଥିଲେ,
ସଭିଏଁ ତାଙ୍କୁ ଗୌରୀପୁତ୍ର କହି ବୋଲାଇଲେ ||
ହସ୍ତିମୁଖ ପାଇଁ ଗଜାନନ ଯେ ତାଙ୍କୁ ବୋଲୁ,
ହାତୀଦାନ୍ତ ଥିବାରୁ ଏକଦନ୍ତ ଯେ ବୋଇଲୁ ||
ମଥାରେ ଚନ୍ଦ୍ରକୁ ସ୍ଥାନ ଦେଇ ସେ ଅଟନ୍ତି ଭାଲଚନ୍ଦ୍ର,
ବଡ଼ ଉଦର ଯୋଗୁଁ ତାଙ୍କୁ ବୋଲୁ ଯେ ଲମ୍ବୋଦର ||
ଗଣମାନଙ୍କ ପ୍ରଭୁ ସେ ତାଙ୍କୁ ବୋଲୁ ଗଣପତି,
ପୃଥିବୀ ମାତାଙ୍କ ଦେବତା ସେ ପୁଣି ଭୂପତି ||
ବିଘ୍ନ ବିନାଶନ୍ତି ସେ ଆମର ବିଘ୍ନ ବିନାଶକ,
ସଫଳତା ପ୍ରଦାନ କରନ୍ତି ସେ ପରା ସିଦ୍ଧି ବିନାୟକ ||
ଆଦ୍ୟ ଦେବତା ବୋଲାନ୍ତି ଶ୍ରୀ ଗଣେଶଙ୍କୁ ,
ଶୁଭକାର୍ଯ୍ୟ ଆରମ୍ଭ କରୁ ପୂଜି ବକ୍ରତୁଣ୍ଡଙ୍କୁ ||
ଶ୍ରୀ ଗଣେଶଙ୍କ ପାଶେ ଏତିକି ପ୍ରାର୍ଥନା କରୁଛି.......
ଶ୍ରୀଗଣେଶ ସଭିଙ୍କ କଷ୍ଟ ବିନାଶ କରନ୍ତୁ ,
ସୁଖ, ଶାନ୍ତି, ସଫଳତାରେ ଜୀବନ ଭରି ଦିଅନ୍ତୁ || - Made using Quotes Creator App, Post Maker App
C
Chumuli 2
Quote by Chumuli 2 - 

TEACHERS' DAY
ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର  ,
ଗୁରୁ ଯେ ଅଟନ୍ତି ଶ୍ରେଷ୍ଠ ସବୁର ||
ସେପ୍ଟେମ୍ୱର 5 ରେ କରୁ ଗୁରୁଦିବସର ପାଳନ ,
ଏହି ଦିନ ଜନ୍ମ ହୋଇଥିଲେ ସର୍ବପଲ୍ଲୀ ରାଧାକୃଷ୍ଣନ ||
ସେ ଶିକ୍ଷା ଦେଇଗଲେ ଗୁରୁଙ୍କର ମହତ୍ତ୍ୱପୂର୍ଣ୍ଣ ,
' ଗୁରୁ' ଶବ୍ଦ ଯେ ଅଟଇ ଶ୍ରେଷ୍ଠତମ ||
ବାଲ୍ମିକୀ, ଦ୍ରୋଣାଚାର୍ଯ୍ୟ, ଚାଣକ୍ୟଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ,
ସାବିତ୍ରୀ ବାଈ, ରବୀନ୍ଦ୍ରନାଥ ଠାକୁରଙ୍କ ପରି ଗୁରୁ ପାଇ ଆମେ ଗର୍ବିତ ||
ଗୁରୁ ଦର୍ଶାନ୍ତି ଉତ୍ତମ ମାନସିକ, ନୈତିକ ଓ ଆଧ୍ୟାତ୍ମିତ ଦିଗର ,
ଗୁରୁ ଯେ ଅଟନ୍ତି ସାକ୍ଷାତ ଈଶ୍ୱର ||
ସବୁ ବୃତ୍ତି ହୁଏ ଯଦି ନିର୍ମାଣ,ଗୁରୁ ଅଟନ୍ତି ତାହାର ନିର୍ମାତା ,
ଭୁଲିବାନି ଜୀବନର ପ୍ରଥମ ଗୁରୁଙ୍କୁ ସେ ତ ଆମର ପିତମାତା ||
କମ୍ ପଡ଼ିଯିବ ଯେତେ କହିଲେବି ଗୁରୁଙ୍କର କଥା ,
ସଦା ଆଶୀର୍ବାଦ ଲୋଡ଼ିବା ଗୁରୁଙ୍କ ଆଗେ ନୁଆଁଇ ମଥା ||
ଜୀବନରେ ଯାହାଠାରୁ ଯାହା ଉତ୍ତମ ଶିକ୍ଷା କରିବା ,
ତାଙ୍କୁ ଗୁରୁ ରୂପେ ମାନିବାକୁ କେବେ ନଭୁଲିବା ||
ଆଜି ମୁଁ ଯାହା ବି ଅଟଇ, ସେ ମୋ ଗୁରୁମାନଙ୍କ ନିର୍ମାଣ ,
ପ୍ରଣିପାତ କରି ଶୁଭେଚ୍ଛା ଜଣାଉଛି ସମସ୍ତ ଗୁରୁଙ୍କୁ ମୋହର  ||🙏🙏🙏

 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଶ୍ରୀଜଗନ୍ନାଥଙ୍କର ,
ସେ ଅଟନ୍ତି ଓଡ଼ିଶାବାସୀଙ୍କ ବଡ଼ଠାକୁର ||
ରଥଯାତ୍ରା ଅଟେ ତାଙ୍କର ବଡ଼ ପରବ,
ଦ୍ବାଦଶ ଯାତ୍ରା ମଧ୍ୟେ ଏହା ଅଟଇ ମୁଖ୍ୟ ||
ଆଷାଢ ମାସର ଶୁକ୍ଳପକ୍ଷ ଯେ ଦ୍ଵିତୀୟା ତିଥିରେ ,
ପାଳିତ ହୁଏ ଘୋଷ ଯାତରା ସାରା ରାଜ୍ୟରେ ||
ପତିତପାବନ ଯାତ୍ରା,ନବଦିନ ଯାତ୍ରା ନାମ ଅଟେ ଏହି ଯାତ୍ରାର,
ଗୁଣ୍ଡିଚା ମହୋତ୍ସବ, ଆଡ଼ପ ଯାତ୍ରା ଆଦି ଅଛି କେତେ ନାମର ||
ନନ୍ଦିଘୋଷ, ତାଳଧ୍ଵଜ, ଦର୍ପଦଳନ ତିନିରଥର  ,
ମାଉସୀ ମା ମନ୍ଦିର ଆଡ଼କୁ ହୁଏ ଅଗ୍ରସର ||
ଦଶ ମୂର୍ତ୍ତିର ଯାତ୍ରା ହୁଏ ତେଣୁ ବୋଲୁ ଯାତରା ଦଶାବତାର ,
ସବୁ ବର୍ଗର ଭକ୍ତ ଦର୍ଶନ କରିବା ଅଟେ ପ୍ରମୁଖ ଏହାର ||
୭ ଦିନ ପରେ ଫେରନ୍ତି ଆମ ତିନି ଠାକୁର ,
ସେଦିନ ଆନନ୍ଦ ନେଉ ବାହୁଡା଼ ଯାତ୍ରାର ||
ଏହାପରେ ସୁନାବେଶରେ ସଜେଇ ହୁଅନ୍ତି ତିନିଠାକୁର,
ବଡଏକାଦଶୀରେ ପାଳନ ହୁଏ ଶୟନ ଯାତ୍ରା ର ||
ସାରା ବିଶ୍ବ ରେ ଚର୍ଚ୍ଚା ହୁଏ ଆମ ରଥଯାତ୍ରା ର ,
ସେ ପରା ଅଟନ୍ତି ଆମ ସମସ୍ତଙ୍କ ବଡ଼ଠାକୁର ||
          ||  ଜୟ ଜଗନ୍ନାଥ💛 ||
               

 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - I am in competition with no one.I have no desire to play the game of being better than anyone.I'm simply trying to be better than the person I was yesterday. - Made using Quotes Creator App, Post Maker App
C
Chumuli 2
Quote by Chumuli 2 - Some changes are difficult , but these changes are necessary to keep moving forward. - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ଝିଅମାନେ ହେଲେଣି ସଜବାଜ,
ଆସିଛି ଆମର ପହିଲି ରଜ ||
ଜୁନ୍ ଚଉଦ ୨୦୨୪ ବର୍ଷର ,
ପାଳିତ ହେଉଛି ପ୍ରଥମ ରଜର ||
ମିଥୁନସଂକ୍ରାନ୍ତି ଅଟେ ଜୁନ୍ ପନ୍ଦର ,
ରଜସଂକ୍ରାନ୍ତି ରେ ଜଣା ଏହି ଦ୍ଵିତୀୟ ଦିବସର ||
ଜୁନ୍ ଷୋହଳ ଅଟେ ଭୂମିଦାହ ର ,
ତୃତୀୟ ଦିବସ ଏ ଯେ ରଜ ପର୍ବର  ||
ଚତୁର୍ଥ ଦିନ ଅଟେ ବାସିରଜ ବା ବସୁମତୀ ସ୍ନାନ ର,
ହଳଦୀ, ପୁଷ୍ପ,ସିନ୍ଦୂର ରେ ସ୍ନାନ ହୁଏ ମା ଧରିତ୍ରୀ ର ||
ପାଳିତ ହୁଏ ଏ ପର୍ବ ମହିଳା ଓ ତାଙ୍କ ସ୍ଵତନ୍ତ୍ରତା ର ,
କାରଣ ମାସିକ ଧର୍ମ ହୋଇଥିଲା ମା ଭୂଦେବୀଙ୍କର ||
ସମ୍ମାନ ଦେବାକୁ ଯାଇ ଆମ ମାତା ପୃଥିବୀର ,
ପୃଥିବୀ ସହ ଜଡ଼ିତ କର୍ମ ହୁଏନି ରାଜ୍ୟବାସୀଙ୍କର ||
ଦୋଳି ଖେଳି ପାଳନ୍ତି ଝିଅ ଏହି ଦୋଳି ପର୍ବର ,
ମିଠା ପାନ ସଂଗେ ଆନନ୍ଦ ନିଅନ୍ତି ଆମ ପୋଡପିଠା ର ||
ଗୃହକାର୍ଯ୍ୟ ରୁ ବିରତି ପାଇ ଖୁସି ଆମ ମହିଳାଗଣ ,
ସମୟ ଏହି ତିନି ଦିନ ମଉଜ କରିବାର ||
ଦେଶ ବିଦେଶ କୁ ଜଣାଇବା ଆମ ସ୍ଵତନ୍ତ୍ରତା ର ,
ଗର୍ବ କରୁଥିବା ଏମିତି ଆମ ସାହିତ୍ୟ ଓ ପରମ୍ପରା ର ||

 - Made using Quotes Creator App, Post Maker App
Discover

Explore Categories

Jump into curated quote collections for every mood, moment, and celebration.

C
Chumuli 2
Quote by Chumuli 2 - ବୈଶାଖର ଶୁକ୍ଳ ପକ୍ଷ ତିଥି ଅଟେ ତୃତୀୟା ,
ଏହିଦିନ ପଡ଼େ ଅକ୍ଷୟ ତୃତୀୟା  ||
ଆଜି ନୂତନ କିଣି କରି ଶୁଭ ଆରମ୍ଭ କରିବା ,
ସୁନା, ରୂପା, ଘର, ଯାନ ଯାହାର ଯାହା ଇଚ୍ଛା ||

ଆଜି ଜନ୍ମ ହୋଇଥିଲେ ଦେବୀ ଅନ୍ନପୂର୍ଣ୍ଣା ,
ଗଙ୍ଗାନଦୀ ଯେ ଆଜି ସ୍ୱର୍ଗରୁ ଧରାକୁ ଆସିଲା ||
ଏହିଦିନ ପର୍ଶୁରାମ ଅବତାରର ଜନ୍ମ ହୋଇଥିଲା ,
ବେଦବ୍ୟାସଙ୍କର ମହାଭାରତ ରଚନା ଆରମ୍ଭ ହୋଇଥିଲା ||

'ଆବୁଜା ମୁହୁରଟା', 'ଆଖା ତେଜ' ରେ ନାମିତ ଏହି ତୃତୀୟା ,
ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ କରନ୍ତି ପୂଜାର୍ଚ୍ଚନା  ||
ଆସୁଛି ଆଗକୁ ଆମ ଜଗାର ରଥ ଯାତରା ,
ରଥ ନିର୍ମାଣ ଆରମ୍ଭ ଆଜିଠୁ ହୋଇବ ପରା ||

ଆଗାମୀ ଖରିଫ୍ ଫସଲ ପାଇଁ କାର୍ଯ୍ୟ ଆରମ୍ଭ କରିବା ,
ଭଲ ଅମଳ ପାଇଁ ମାଟି ମା' ର ଆଶୀର୍ବାଦ ନେବା ||
ଅକ୍ଷୟ ରୁହେ ଆଜି ଯେଉଁ ଧର୍ମ ଓ କର୍ମ କରିବା,
ଚାଲ ....
ଶୁଭ କାର୍ଯ୍ୟ କରି ଅନନ୍ତ ସଫଳତାକୁ ଆପଣେଇ ନେବା || - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ଆସିଲା ୨୦୨୪ ଏପ୍ରିଲ ସତର ,
ଜନ୍ମଦିନ ଅଟେ ପ୍ରଭୁ ଶ୍ରୀରାମଙ୍କର  ||
ଆଜି ଶୁକ୍ଳ ନବମୀ ତିଥି ଯେ ଚୈତ୍ର ମାସର,
ଏହି ଦିନକୁ ଅପେକ୍ଷା ସାରା ଦେଶର ||
ଆଜି ପରା ଜନ୍ମଦିନ ରାମଲାଲାଙ୍କର ,
ସାରା ଦେଶରେ ଚାଲିଛି ଉତ୍ସବ ମୁଖର ||
ସେ ଯେ ଅଟନ୍ତି ପୁତ୍ର କୌଶଲ୍ୟାଙ୍କର ,
ଦାଶରଥି ନାମେ ବୋଲାନ୍ତି ଅଯୋଧ୍ୟା ନଗର ||
ରାଘବ ନାମେ ଜଣା ସେ ତ ରଘୁବଂଶର ,
ମର୍ଯ୍ୟାଦା ପୁରୁଷ ସେ ପରା ତ୍ରେତୟା ଯୁଗର ||
ଅଧର୍ମକୁ ନାଶି ଜୟ କରନ୍ତି ଧର୍ମର ,
ସେ ଯେ ଅଟନ୍ତି ବିଷ୍ଣୁଙ୍କ ସପ୍ତମ ଅବତାର ||
ସାମ୍ନା କରିବାକୁ ଦିଅ ପ୍ରଭୁ ସର୍ବଦା ସତ୍ୟର ,
ଆଶୀର୍ବାଦ ଦିଅ ଆମକୁ ପ୍ରଭୁ ସୀୟାବର ||
ପଥ ଚୟନ କରିବା ସଦା ସତ୍ୟ ଆଉ ଧର୍ମର ,
ଶୁଭେଚ୍ଛା ରହିଲା ସଭିଙ୍କୁ ଶ୍ରୀରାମ ନବମୀର ||
             
ଜୟ ଶ୍ରୀରାମ || ଜୟ ସୀୟାରାମ ||🙏🙏 - Made using Quotes Creator App, Post Maker App
C
Chumuli 2
Quote by Chumuli 2 -  ସମୟ ଆସିଛି ପର୍ବ ପାଳିବାର,
ପାଳିବା ଚାଲ ପଣା ସଂକ୍ରାନ୍ତିର ||
ଆରମ୍ଭ ହେଲା ଆମ ନବ ବର୍ଷର,
ବାଣ୍ଟିବା ଖୁସି ସ୍ନେହ ଶ୍ରଦ୍ଧାର  ||
ସବୁଠୁ ଶ୍ରେଷ୍ଠ ଏହି ଦିବସର,
ଜୟନ୍ତୀ ପଡ଼େ ଆମ ହନୁମାନଙ୍କର ||
ଏହି ଦିନ ଯେ ପାଠ କରେ ସୁନ୍ଦର କାଣ୍ଡର,
ସର୍ବଦା ପୂଣ୍ୟ ହୁଅଇ ତାହାର   ||
ଏହି ଦିନ ଅଟେ ମହା ବିଷୁବ ସଂକ୍ରାନ୍ତିର ,
ଆରମ୍ଭ ହୁଏ ଋତୁ ଆମ କୃଷକ ଭାଇର  ||
ବୈଶାଖୀ, ପୁଥାଣ୍ଡୁ, ଭିଶୁ  ଆଦି ଅନ୍ୟ ରାଜ୍ୟର,
ଏହି ନୂତନ ଆରମ୍ଭ ଆମ ଚୈତ ସଂକ୍ରାନ୍ତିର  ||
ଆରମ୍ଭ କରୁ ପୂଜା ସୂର୍ୟ ଦେବଙ୍କର,
ସେ ଯେ ଅଟନ୍ତି ଆମ ସକଳ ଶକ୍ତିର ଆଧାର ||
ପ୍ରଧାନ ଅଟଇ ଏହି ପର୍ବ ଆମର,
 ଆମେ ପରା କୃଷି ପ୍ରଧାନ ଦେଶର  ||
ସଭିଙ୍କୁ ମୋର ଅଭିନନ୍ଦନ ନୂତନ ବର୍ଷର,
ସଦା କୁସୁମିତ ହେଉ ସଭିଙ୍କ ଚଲା ପଥ ର ||











 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ଜୀବନ ପାଇଁ ନିଃଶ୍ୱାସ ଆଉ ସମ୍ପର୍କ ପାଇଁ ବିଶ୍ୱାସ...😊 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - parents taught me , 
"Never judge food/ decoration or anything when you go to a girl's marriage ." You never know the hardwork of her parents for this day only..... - Made using Quotes Creator App, Post Maker App
C
Chumuli 2
Quote by Chumuli 2 - माँ के चरणों में जितना झुकोगे, जीवन में उतना ही ऊपर जाओगे |

           - Made using Quotes Creator App, Post Maker App
C
Chumuli 2
Quote by Chumuli 2 - I learnt amazing thing this year that
 real God is invisible power that is our universe & we feel that power by various types of spiritual things or by worshipping various forms of Deva Devi....

Our universe is like a powerful amazing mirror & u r the sun.Everything u do or u think is reflected by the universe directly in your lives....

When we give cent percent effort to our DHARMA & KARMA then our success is assured....

 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - Nothing happens in our life according to our calculations.

sometimes we don't get what we want at the time we want it and we can't accept it when we get it .
Even we work for what we want ,time determines whether we deserve it... - Made using Quotes Creator App, Post Maker App
C
Chumuli 2
Quote by Chumuli 2 - Glass breaks and Hearts break too...
If Glass breaks once then how hearts repeatedly break again and again???💔😞

(in the end heart was completely broken 💔😖) - Made using Quotes Creator App, Post Maker App
C
Chumuli 2
Quote by Chumuli 2 - You are LEARNING 📚that no matter how old you are🧓 , A willing spirit is capable of anything ⬆️📈 - Made using Quotes Creator App, Post Maker App
Discover

Explore Categories

Jump into curated quote collections for every mood, moment, and celebration.

C
Chumuli 2
Quote by Chumuli 2 - Overthinking is like POISON
and negative surroundings, bad situation,poor mental health, problems,desires etc are harmful ingredients for making that poison... - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ବେଳେବେଳେ ଆମେ ହସିବା, କାନ୍ଦିବା କିମ୍ବା କ୍ରୋଧ କରିବା ପାଇଁ ଶବ୍ଦର ଆବଶ୍ଯକତା ପଡି ନଥାଏ..
  
ସାମ୍ନା ଲୋକର କାର୍ଯ୍ୟକଳାପ ଯଥେଷ୍ଟ ଥାଏ .... 😊 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - HAPPY   𝙸𝙽𝙳𝙴𝙿𝙴𝙽𝙳𝙴𝙽𝙲𝙴   DAY 
🇮🇳🇮🇳🇮🇳




(𝚏𝚛𝚎𝚎𝚍𝚘𝚖 𝚒𝚜 𝚝𝚑𝚎 𝚋𝚛𝚎𝚊𝚝𝚑 𝚘𝚏 𝚘𝚞𝚛 𝚕𝚒𝚏𝚎)  - Made using Quotes Creator App, Post Maker App
C
Chumuli 2
Quote by Chumuli 2 -   ସୁନ୍ଦର ଲାଗୁଥିବା ମଣିଷ କୁ ପସନ୍ଦ କରିବା ଆଉ ପସନ୍ଦ କରୁଥିବା ମଣିଷ ସବୁଠାରୁ ସୁନ୍ଦର ଲାଗିବା ଭିତରେ ଅନେକ ତଫାତ୍.. 😊 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - sometimes our own people become strangers & strangers also become our own. 
I think one thing makes the difference between our own & others and that is our words... 
Here everything is temporary but small things give a lot of happiness in our life... 
Be kind to everyone..  - Made using Quotes Creator App, Post Maker App
C
Chumuli 2
Quote by Chumuli 2 - मंजिल से जादा सफर खूबसूरत है..😊 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - 
dear girls...sometimes we have to sacrifice our wishes , our dreams only for our closed persons & pretend happy in outside... 

before marriage we sacrifice for our family, our parents
&
after marriage we sacrifice for our husband & new family...  - Made using Quotes Creator App, Post Maker App
C
Chumuli 2
Quote by Chumuli 2 - मन की इच्छा का कोई अंत नही .. 
किन साधन को सुख समझा जाये ये हमारी मन को समझाना हमारी दायित्व है.. 
हम अपना सुख की परिभाषा स्वयं निर्धारित करते है.. 


There is no end to the desires of the mind.. 
It is our responsibility to explain to our mind which means should be considered as happiness. . 
We determine the abode of our happiness.. 
😊😊 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - ଯେତେବେଳେ ନିଜ ଲୋକ ବିଶ୍ବାସ ଠୁ ବି ଅଧିକ ବିଶ୍ବାସ କରନ୍ତି, ବହୁତ ଖୁସି ଲାଗେ
କିନ୍ତୁ
ଯେତେବେଳେ ନିଜଠାରୁ ଅଧିକ ବିଶ୍ବାସ କରୁଥିବା ଲୋକର ବିଶ୍ବାସଯୋଗ୍ୟ ହେଇ ପାରି ନଥାଉ, ସେତେବେଳେ ତା ଠାରୁ ବି ବହୁତ ଅଧିକ କଷ୍ଟ ଲାଗେ.. 😇 - Made using Quotes Creator App, Post Maker App
C
Chumuli 2
Quote by Chumuli 2 - 

Jitna jada dard sahan karoge
utna jada acha banoge 
ye duniya k liye😐 - Made using Quotes Creator App, Post Maker App
Discover

Explore Categories

Jump into curated quote collections for every mood, moment, and celebration.

C
Chumuli 2
Quote by Chumuli 2 - paise se khusi nhi aati.. 
but
paise har wo chiz me jaruri hai 
jisse khusi aati h.. 

Is it..??? 🤔 - Made using Quotes Creator App, Post Maker App